ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ ଉପରେ ସାଇବର ଆଟାକ୍ । ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇରେ ଏକ ବଡ଼ ଧରଣର ଡ଼ାଟା ଲିକ୍ ଖବର ସାମ୍ନାକୁ ଆସିଛି । ଫଳରେ ୩,୮୯୭ ଗ୍ରାହକଙ୍କ ଡ଼ାଟା ଡ଼ାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି । ସାଇବର ଠକ ଗ୍ରାହ ...